କରୋନା ପାଇଁ ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ସ୍ଥଗିତ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିସିସିଆଇପକ୍ଷରୁ ୨୦୨୧-୨୨ ସିଜିନ ପାଇଁ ଖେଳାଯିବାକୁ ଥିବା ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି୨୦ ଲିଗକୁ ସ୍ଥଗିତ କରିଦିଆଯାଇଛି ।

ରଣଜୀ ଟ୍ରଫି ଓ ସିକେ ନାଇଡୁ ଟ୍ରଫି ଚଳିତ ମାସରେ ଆରମ୍ଭ ହୋଇଥାନ୍ତା । ସେହିପରି ସିନିଅର ମହିଳା ଟି୨୦ ଲିଗ ଫେବ୍ରୁଆରିରୁ ଆରମ୍ଭ ହୋଇଥାନ୍ତା

Spread the love