ଆସନ୍ତାକାଲିଠାରୁ ଦୁଇଦିନ ଧରି ରାଜ୍ୟରେ ବର୍ଷା

ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବାବେଳେ ୧୧ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସ୍ବାଭାବିକଠାରୁ ତଳକୁ ଖସିବ। ଫଳରେ ଶୀତ ପଡିବ। ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଏବଂ ଫୁଲବାଣୀରେ ୯ ଡିଗ୍ରୀ ରେକର୍ଡ କରାଯାଇଛି।

Spread the love