ଦିଲ୍ଲୀ-ଜୟପୁର ସିଏନଜି ପମ୍ପରେ ତିନି ଯୁବକଙ୍କୁ ହତ୍ୟା

 

ଉକ୍ତ ୩ ଯୁବକ ସକାଳେ ଉଠିବା ପରେ ପମ୍ପ ଖୋଲିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଆକ୍ରମଣକାରୀମାନେ ଆସି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Spread the love