ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୯/୦୩ : ଆଜି ରଙ୍ଗର ପର୍ବ ହୋଲି । ଏଥିପାଇଁ ଉତ୍ସବ ମୁଖ୍ର ଗାଁଠୁ ସହର । ସବୁଠି ଉତ୍ସାହର ମୋହେଲ ଦେଖିବାକୁ ମିଳୁଛି । ଦୀର୍ଘ ଦୁଇ ବର୍ଷ ପରେ ହୋଲିକୁ ଧୂମଧାମରେ ପାଳନ କରୁଛନ୍ତି ଲୋକେ ।

କରୋନ କଟକଣା ଟିକେ କୋହଳ ହୋଇଥିବାରୁ ଲୋକଙ୍କ ମଧ୍ୟର୍ ଉତ୍ସାହ ଡବଲ ହୋଇଯାଇଛି । ତେବେ ଏହି ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ । ଏହାହିଁ ମୋର ରାଜ୍ୟବାସୀଙ୍କୁ କାମନା ।

Spread the love