ସରିଲା ପୌର ନର୍ବାଚନ ଗଣତି, ଅଧ୍ୟକ୍ଷ ପଦ ହାତେଇଲେ ପ୍ରାର୍ଥୀ, ଜାଣନ୍ତୁ କିଏ କେଉଁଠି ବିଜୟୀ ?

  • ନବରଙ୍ଗପୁର- ଉମରକୋଟ ପୌର ନିର୍ବାଚନ ଫଳାଫଳ, ବିଜେଡିର ଅଧକ୍ଷ ପ୍ରାର୍ଥୀ ରାଧା ଭତରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରିଙ୍କି ଗଣ୍ଡଙ୍କୁ ୩୫୭୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।
  • ଜଟଣୀ ପୌରପରିଷଦରେ ଅନନ୍ତ ବେହେରା BJD ପାର୍ଥୀ ବିଜୟୀ
  • ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ଭାବେ ବିଜେପି ପ୍ରାର୍ଥୀ କୁନୁ ନାୟକ ୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି ।
  • ବାଲିଗୁଡାରେ ଅଧ୍ୟକ୍ଷ ପଦବୀରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ
  • ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରପରିଷଦ, ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ।
  • ସୋନପୁର ପୌର ପରିଷଦରେ ବିଜେଡି ପ୍ରାର୍ଥୀ ତାମସୀ ତାମସ୍ମିତା ନାଏକ – ୩୫୬୭ରେ ବିଜୟୀ
  • ବିନିକା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ଭୋଇ ବିଜୟୀ
  • ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେଡି ପ୍ରାର୍ଥୀ ବନ୍ଦିତା ନାଏକ ବିଜୟୀ
  • ଭବାନୀପାଟଣା ପୌର ପରିଷଦରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୮୪୭ ଭୋଟରେ ବିଜୟୀ
  • ଧର୍ମଗଡ ଏନଏସି ଅଧକ୍ଷ ପାଇଁ ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ୨୪୬୧ ଭୋଟରେ ବିଜୟୀ l
  • ଜୁନାଗଡ଼ ଏନଏସି ଅଧକ୍ଷ ପ୍ରାର୍ଥୀ ପାଇଁ ବିଜେପିର ମୁକେଶ ଅଗ୍ରୱାଲ ୧୧୭୪ ଭୋଟରେ ବିଜୟୀ l
  • କେସିଙ୍ଗା ଏନଏସି ଅଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ନୃପରାଜ ଯାଦବ ୯୧୨ ଭୋଟରେ ବିଜୟୀ l
  • କେନ୍ଦ୍ରାପଡା ପୌର ନିର୍ବାଚନରେ ବିଜେଡିର ବାଜିମାତ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ଅଧ୍ୟାକ୍ଷ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସରିତା ସାହୁ।
  • ଚମ୍ପୁଆ NAC ରେ BJD ର ଅଧକ୍ଷ ଗିରିଜା ଶଙ୍କର ସାହୁ ୩୫୬୧ ଖଣ୍ଡ ଭୋଟରେ ବିଜୟୀ ।
  • ଆନନ୍ଦପୁର ପୌରାଧ୍ୟକ୍ଷା ଭାବେ ବିଜେଡିର ରଜନିରାଣୀ ଖଟୁଆ ୧୫୬୯ ଭୋଟରେ ହେଲେ ବିଜୟୀ
  • ଯୋଡା ପୌର ପାଳିକାର ଅଧ୍ୟକ୍ଷ ଭାବେ ଡା. ଜଗଦୀଶ ପ୍ରସାଦ ସାହୁ (ବିଜେଡି) ୪୬୨ ୯ଖଣ୍ଡ ଭୋଟରେ ବିଜୟୀ
  • ଭବାନୀପାଟଣା ପୌର ପରିଷଦରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୮୪୭ ଭୋଟରେ ବିଜୟୀ l
  • ଧର୍ମଗଡ ଏନଏସି ଅଧ୍ୟକ୍ଷ ପାଇଁ ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ୨୪୬୧ ଭୋଟରେ ବିଜୟୀ l
  • ଜୁନାଗଡ଼ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ବିଜେପି ମୁକେଶ ଅଗ୍ରୱାଲ ୧୧୭୪ ଭୋଟରେ ବିଜୟୀ l
  • କେସିଙ୍ଗା ଏନଏସି ଅଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ନୃପରାଜ ଯାଦବ ୯୧୨ ଭୋଟରେ ବିଜୟୀ l
  • ବାସୁଦେବପୁର ପୌରପାଳିକାର ଚେୟାରମେନ  ପାଇଁ  ବିଜେଡି ର ନିବେଦିତା ବେହେରା ବିଜୟୀ
  • ଦଶପଲ୍ଲା ଏନଏସି ସ୍ବାଧୀନ ଅଧକ୍ଷା ପ୍ରାର୍ଥୀ ପୁନମ୍ ପ୍ରିୟଦର୍ଶିନୀ ବିଜୟୀ ।
  • ଖୋର୍ଦ୍ଧା ପୌରପରିଷଦର ଅଧ୍ୟକ୍ଷ ଭାବେ BJD ପାର୍ଥୀନୀ କନକଲକ୍ଷ୍ମୀ ମହାନ୍ତି ବିଜୟୀ।
  • ଫୁଲବାଣି ପୌର ପରିଷଦ ରେ ବିଜେପି ଅଧ୍ୟକ୍ଷା ପାର୍ଥୀନୀ  ସ୍ମିତା ରାଣୀ ପଟନାୟକ  ବିଜୟୀ
  • ବାଲିଗୁଡାରେ ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ଗୋଵିନ୍ଦ ପ୍ରଧାନ ବିଜୟୀ
  • ଜି. ଉଦୟଗିରି ଏନଏସିରେ ଅଧ୍ୟକ୍ଷ ଭାବେ ବିଜେଡି ପାର୍ଥୀନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି l
  • ପାଟଣାଗଡ଼ ଏନଏସି ମାନସୀ ବିଶ୍ୱାଳ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି
Spread the love