ରାଇରଙ୍ଗପୁର ପୌର ନିର୍ବାଚନରେ ବିଜେଡି ବାଜିମାତ

ରାଇରଙ୍ଗପୁର ପୌର ପରିଷଦ ନିର୍ବାଚନରେ ବିଜେଡି ଏଥର ବାଜିମାତ କରିଛି । ଦୀର୍ଘ ୨୫ବର୍ଷ ବିଜେପି ରାଇରଙ୍ଗପୁର ରାଜ କରୁଥିବାବେଳେ ଏବେ ବିଜେଡିର ଯୁବ ଜନତା ଦଳ ସଭାପତି ଅଭିଷେକ ପଟ୍ଟନାୟକ ସହିତ ବିଜେପିର ବରିଷ୍ଠ ନେତା ନବୀନ ରାମଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ପ୍ରଥମ କରି କଂଗ୍ରେସ ତଥା ଅ୍ଧମ ବିଜେପି ପ୍ରାର୍ଥୀ ଲଘୁଆ ଯୁବନେତା ନିଜେଡିର ଶ୍ରୀ ପଟ୍ଟନାୟକ ଜୟଯୁକ୍ତ ହୋଇ ଇତିହାସ ବଦଳାଇଛନ୍ତି । ସ୍ୱର୍ଗତ ପରିମଳ ପଟ୍ଟନାୟକଙ୍କ ସୁପୁତ୍ର ଅଟନ୍ତି । ସେହିପରି କାଉସିଲର ପଦରେ ମଧ୍ୟ ବିଜେଡି ଆଗ ଧାଡିରେ ଅଛନ୍ତି । ୱାର୍ଡ ନଂ ୧ ଅରୁଣ କୁମାର ପାଇ(ବିଜେଡି) ୱାର୍ଡ ନଂ୨ ସୁକଦେବ ବେହେରା(ବିଜେଡି), ୱାର୍ଡ ନଂ ୩ ସୁକାନ୍ତ ମହାନ୍ତ(ବିଜେଡି), ୱାର୍ଡ ୪ଆରତି ମାର୍ଣ୍ଡି(ବିଜେଡି), ୱାର୍ଡ ୫ ସୂର୍ଯ୍ୟମଣି ହାଁସଦା(ବିଜେପି), ୱାର୍ଡ ୬ କ୍ରିଷ୍ଣାଦେବୀ ସ୍ୱାମୀ(ବିଜେପି), ୱାଡ ୭ ଦେବସ୍ମିତା ଡଗରା(ବିଜେଡି), ୱାର୍ଡ ୮ ପୂର୍ଣ୍ଣିମା ମହାନ୍ତ(ବିଜେଡି), ୱାଡ ୯ଦେବାଶିଷ ନାୟକ(ବିଜେପି), ୱାଡ ୧୦ ଆଲୋକ ରଞ୍ଜନ ମହାନ୍ତ(ବିଜେପି), ୱାର୍ଡ ନଂ ୧୧ ସାଇରାମ ନିସା(ବିଜେଡି), ୱାର୍ଡ ୧୨ ଅନୁପ କୁମାର ମହାନ୍ତି(ବିଜେଡି), ୱାର୍ଡ ନଂ ୧୫ ମୋମିତା ଚୌଧୁରୀ(ବିଜେଡି), କାଉସିଲରଭାବେ ଜୟଯୁକ୍ତ ହୋଇଛନ୍ତି । ନତୁବା ଅଭିଷେକ ପଟ୍ଟନାୟକ(ପୁପୁନ) ଆଗାମୀ ୫ବର୍ଷ ପାଇଁ ରାଇରଙ୍ଗପୁର ସହରାଂଚଳ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ପ୍ରେସ ବିବୃତିରେ ଜଣାଇଛନ୍ତି ।

ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ
ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡ଼ା): ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିଭାବେ ଅକ୍ଷୟ କୁମାର ମହାନ୍ତି, ଉପସଭାପତି ମାନଗୋବିନ୍ଦ ମହାନ୍ତ, ସମ୍ପାଦକ ହରିଚରଣ ସାହୁ, ସଭ୍ୟସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତ, ଯୁଗ ସମ୍ପାଦକ ହରେକୃଷ୍ଣ ମହାକୁଡ, ସହ ସମ୍ପାଦକ ଲାଇବ୍ରେରୀ ବିନୟଭୂଷଣ ମହାନ୍ତି, କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତ ଜୟଯୁକ୍ତ ହୋଇଛନ୍ତି । ତାବାଦ୍ ୧୦ଜଣ ସଦସ୍ୟସଦସ୍ୟା ଅପ୍ରତିଦ୍ୱନ୍ଦ୍ୱୀଭାବେ ମନୋନ୍ଥଚ୍ଛ ହୋଇଛନ୍ତି । ସେମାନେ ଅରୁଣବାରିକ, ବୈଜୟନ୍ତ ଦଳେଇ, ଚନ୍ଦ୍ରଦୀପ ସାହୁ, ଦେବ କୁମାର ଦାସ, ଦୁଷ୍କନ୍ତ କୁମାର ବସା, ନନ୍ଦରାଗୀ ହେମ୍ବ୍ରମ, ନିବେଦିତା ଗିରି, ରବୀନ୍ଦ୍ର କୁମାର ପଟ୍ଟନାୟକ, ରଜନୀକାନ୍ତ ବେହେରା, ସୋମନାଥ ମିଶ୍ର, ଭକ୍ତ ନିର୍ବାଚନକୁ ପରିଚାଳନା ଭାର ଗ୍ରହଣ କରିଥିଲେ । ସୁବ୍ରତ ପ୍ରସନ୍ନ ଦାସ, କିଶୋର କୁମାର ମଣ୍ଡଳ, ପ୍ରଦୀପ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଗୋପାଳ, ବିକାଶ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀ ମହାନ୍ତି, ଅର୍ଚ୍ଚନା ଦ, ନୟତି ମହାନ୍ତି, ସସ୍ମିତା ଦ ପ୍ରମୁଖ । ଏଥିନିମନ୍ତେ ରାଇରଙ୍ଗପୁର ଓକିଲ ସଂଘର ସଦସ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଦେଖାଯାଇଥିଲା ।

Spread the love