ଅଗାଧୁଆ ଫୁଲ ତୋଲୁଛନ୍ତିକି, ମାନିନିଅନ୍ତୁ ଏହି କଥା ନହଲେ ସର୍ବନାଶ ହେବ…

ବନ୍ଧୁଗଣ ଭଗବାନ ଙ୍କୁ ପ୍ରସନ କରିବା ପାଇଁ ଆମେ ମାନେ ପ୍ରତି ଦିନ ଫୁଲ ଏବଂ ତୁଳସୀ, ବେଲପତ୍ର ଇତ୍ୟଦି ତୋଳି ଭଗବାନଙ୍କୁ ଅର୍ପଣ କରିଥାନ୍ତି ତାହାକୁ ଆମେ ନୀତି ନିୟମ ସହ ନକରିବା ତାହା ସବୁ ଭଗବାନ ଗ୍ରହଣ କରିନଥାନ୍ତି ପ୍ରସନ ହେବା ବଦଳରେ କୋପ କରିଥାନ୍ତି କୋପ କରିବା ବଦଳରେ ଅନର୍ଥ କରିଥାନ୍ତି ଯାହାକି ଆମେ କିଣି ନଥାଉ ଆମର ସବୁ ପୂଜା ବର୍ଥ୍ୟ ଯାଇଥାଏ ଆଜି ଆମେ ଜାଣିବା ବେଳ ଓ ତୁଳସୀ ପତ୍ର ତୋଳିବାର କିଛି ନିୟମ ମାନନ୍ତୁ | ବନ୍ଧୁଗଣ ସହ ସହ ମୁନିଙ୍କର ସହ ସହ ମତ ଅନେକ ମୁନି ରୁଷି ମାନେ କହିଛନ୍ତି ଏହାକୁ ଅଗାଧୁଆ ତୋଳିବା ଭଲ ହୋଇଥାଏ ତାହା ଆଉ ଅନେକ ମୁନି ରୁଷି ମାନେ କହିଯାଇଛନ୍ତି ଫୁଲକୁ ଗାଧେଇ ତୋଳିଲେ ଭଲ ହୋଇଥାଏ | ତେବେ ଅନେକ ଧର୍ମ ଶାସ୍ତ୍ର ର ଅଧୟନ ଆମକୁ ଏହି ପରି ତଥ୍ୟ କିଛି ମିଳିଅଛି ଗାଧେଇ କି ହଉ କି ଅଗାଧୁଆ ଯଦି ଆମେ ମାନେ କିଛି ନିୟମକୁ ମାନି ଫୁଲ ତୋଳିବା ତାହା ଶୁଭ ହୋଇଥାଏ ଏବଂ ତାହାକୁ ଭଗବାନ ଶ୍ରଦ୍ଧାର ସହକାରେ ଶିକାର କରିଥାନ୍ତି | ଅନେକ ଲୋକଙ୍କ ଘରେ ଫୁଲ ଗଛ ନଥାଏ ସେମାନେ ଅନ୍ୟର ଗଛରୁ ଫୁଲ ତୋଳିଥାନ୍ତି ଫୁଲର ଅଭାବ କାରଣରୁ ସକାଳେ ଫୁଲ ନତୋଳି ରାତିରେ ଅଗାଧୁଆ ଫୁଲ ତୋଳିଥାନ୍ତି ଏହା ସାଧାରଣତ ସହରା ଅଞ୍ଚଳ ଏବଂ ଗ୍ରାମ ଅଞ୍ଚଳରେ ଦେଖିବାକୁ ମିଳିଥାଏ କିନ୍ତୁ ବନ୍ଧୁଗଣ ଜାଣି ରଖନ୍ତୁ ଶାସ୍ତ୍ରର ନିୟମ ଅନୁସାରେ ଫୁଲକୁ କେବେବି ଚୋରି କରିବା ଉଚିତି ନୁହେଁ ବିନା ଅନୁମତିରେ କାହାରି ଗଛରୁ ଫୁଲ ତୋଳିବା ଶାସ୍ତ୍ର ବିରୋଧୀ ଅଟେ ତେଣୁ ଗଛ ମାଲିକ ଠାରୁ ଅନୁମତି ନିଅନ୍ତୁ ନଚେତ ଗଛକୁ ଅନୁରୋଧ କରନ୍ତୁ |

ବନ୍ଧୁଗଣ ତୁଳସୀ ପତ୍ର ତୋଳିବାର କିଛି ନିୟମ ରହିଅଛି ଅଗାଧୁଆ ପରେ ସାନ୍ଧ୍ୟ ସମୟରେ ରବିବାର ଏବଂ ସଂକ୍ରାନ୍ତି ରେ ତୋଳିବାର ବାରଣ ରହିଅଛି ଏହି ସମୟରେ ଭଗବାନଙ୍କୁ ଦରଣ ପତ୍ର ଅର୍ପଣ କରିପାରିବେ ନଚେତ ପୂର୍ବରୁ ତୋଳିକରି ରଖିପାରିବେ ଏହା କେବେବି ବାସି ହୋଇନଥାଏ ଏଣୁ ତୁଳସୀ କୁ ସର୍ବଦା ଗାଧେଇ ସାରିବା ପରେ ତୋଳିବା ଉଚିତି ହୋଇଥାଏ ଏବଂ ତୁଳସୀ ତୋଳିବା ପୂର୍ବରୁ 3 ଥର ତଳି ମାରିବେ ଏବଂ ଓ ବିଷ୍ଣୁ ବିଷ୍ଣୁ ବିଷ୍ଣୁ 3ଥର ଜପ କରନ୍ତୁ ତାପରେ ଯାଏଁ ତୁଳସୀ ପତ୍ର ତୋଳିବେ କିନ୍ତୁ କେବେ ନଖ ଲଗାଇ ତୋଳିବେ ନାହିଁ ବା ନଖରେ ଛିଣ୍ଡାଇ ବେ ନାହିଁ |

ବେଲପତ୍ର ତୋଳିବା ସମୟରେ ଦଳ ଭାଙ୍ଗି ତୋଳିବା ଉଚିତି ନୁହେଁ କିମ୍ବା ନଖ ଦ୍ୱାରା ବେଲପତ୍ର ତୋଳିବା ଉଚିତି ନୁହେଁ ଏହା ସହିତ ଚପଲ କିମ୍ବା ଅଗାଧୁଆ ବସ୍ତ୍ର ପିନ୍ଦି ବେଲପତ୍ର ତଲବ ଉଚିତି ନୁହେଁ ଏବଂ ସାନ୍ଧ୍ୟ ପରେ ବେଳପତ୍ର ତୋଳିବା ଉଚିତି ନୁହେଁ ଏହି ବେଳପତ୍ରକୁ ହଇଛି ଦିନ ଆଗରୁ ତୋଳି ରଖିପାରିବେ କାରଣ ଏହି ବେଲପତ୍ରଟି କେବେବି ବାସି ହୋଇନଥାଏ ଏହି ବେଲପତ୍ର ଭଗବାନଙ୍କୁ ଅର୍ପଣ କରିବା ପୂର୍ବରୁ ଏହାକୁ ପାଣିରେ କିମ୍ବା ଗଙ୍ଗା ପାଣିରେ ଧୋଇ ବେଳପତ୍ରର ନାସି ଛିଣ୍ଡାଇ ଚନ୍ଦନର ଲେପନ କରିଥାନ୍ତି |ବେଲପତ୍ର ତୋଳିବା ସମୟରେ ଦଳ ଭାଙ୍ଗି ତୋଳିବା ଉଚିତି ନୁହେଁ କିମ୍ବା ନଖ ଦ୍ୱାରା ବେଲପତ୍ର ତୋଳିବା ଉଚିତି ନୁହେଁ ଏହା ସହିତ ଚପଲ କିମ୍ବା ଅଗାଧୁଆ ବସ୍ତ୍ର ପିନ୍ଦି ବେଲପତ୍ର ତଲବ ଉଚିତି ନୁହେଁ ଏବଂ ସାନ୍ଧ୍ୟ ପରେ ବେଳପତ୍ର ତୋଳିବା ଉଚିତି ନୁହେଁ ଏହି ବେଳପତ୍ରକୁ ହଇଛି ଦିନ ଆଗରୁ ତୋଳି ରଖିପାରିବେ କାରଣ ଏହି ବେଲପତ୍ରଟି କେବେବି ବାସି ହୋଇନଥାଏ ଏହି ବେଲପତ୍ର ଭଗବାନଙ୍କୁ ଅର୍ପଣ କରିବା ପୂର୍ବରୁ ଏହାକୁ ପାଣିରେ କିମ୍ବା ଗଙ୍ଗା ପାଣିରେ ଧୋଇ ବେଳପତ୍ରର ନାସି ଛିଣ୍ଡାଇ ଚନ୍ଦନର ଲେପନ କରିଥାନ୍ତି |

 

Spread the love