ବୋଲ୍ଟ ଅନ୍ଦାଜରେ ନଜର ଆସିଲେ ସାରା ଅଲ୍ଲୀ ଖାନ

ଆଦିଲ୍ଳୀ ୦୪।୦୪: ସାରା ଅଲି ଖାନ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ସୋସିଆଲ ମିଡିଆରେ ନିଜର କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି । ସାରା ତାଙ୍କ ବୁଲାବୁଲିର ସ୍ମୃତିକୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସେୟାର କରିଥାନ୍ତି ।ଏହି ପ୍ରାୟତଃ ଫଟୋ ଗୁଡିକ ମଧ୍ୟରେ ସାରା ସମୁଦ୍ର କୂଳରେ ବା ବିଚ୍‌ରେ ପୋଜ୍‌ ଦେବାରେ ଦେଖିବାକୁ ମିଳିଥାଏ । ସାରାଙ୍କର ହଟ ଗ୍ଲାମରସ୍‌ ଫଟୋ ଦେଖିବାକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହ ସହ ଚାହିଁ ବସିଥାନ୍ତି ।

ହେଲେ ବର୍ତ୍ତମାନ ସାରା ବିଚ୍‌ରେ କଲର ଫୁଲ୍‌ ବିକିନିରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି । ଯାହା ସାରାଙ୍କ ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସାରା ତାଙ୍କ ଡ୍ରିମଲାଣ୍ଡରେ ସାରା ମଜା କରୁଛନ୍ତି । ପିନ୍ଧିଥିବା କଲରଫୁଲ୍‌ ବିକିନିରେ ଖୁବ୍‌ ବୋଲ୍ଡ ଓ ଗ୍ଲାମରସ୍‌ ମଧ୍ୟ ନଜର ଆସିଛନ୍ତି । କେବଳ ଏତିକି ନୁହେଁ ପୁଲ୍‌ରେ ଠିଆ ହୋଇ ଭିନ୍ନ ଭିନ୍ନନ ପୋଜ୍‌ ମଧ୍ୟ ଦେଇଛନ୍ତି । ତାଙ୍କର ଏହି ବୋଲ୍ଡ ଫଟୋ ଦେଖି ଫ୍ୟାନ୍ସଙ୍କ ମନରେ ନିଆଁ ଲଗାଇଛନ୍ତି । ଏହି ଫଟୋ ଗୁଡିକ ସୋସାଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Spread the love