S ନାମର ଵ୍ୟକ୍ତି ଏହି ଗୁପ୍ତ କଥା କାହାକୁ ବି କୁହନ୍ତି ନାହିଁ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରକୁ ବହୁତ ଗୁରୁତ୍ବ ଦିଆଯାଇଛି ଶାସ୍ତ୍ର ଅନୁସାରେ ଆମେ ନାମର ପ୍ରଥମ ଅକ୍ଷରକୁ ନେଇ ଆମେ ଵ୍ୟକ୍ତିର ସ୍ଵଭାବ ଠାରୁ ଆରମ୍ଭ କରି ତାର ଚରିତ୍ର ମଧ୍ୟ ଜାଣିଥାଉ , ଏପରି ମଧ୍ୟ ରାଶି ମଧ୍ୟ ଚିହ୍ନଟ କରିଥାଉ , ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ରେ ତାଙ୍କ ନାମର ବହୁତ ମହତ୍ୱ ରହିଥାଏ ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ର ଜୀବନ ଉପରେ ବହୁତ ପ୍ରଭାବ ପକେଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ S ଅକ୍ଷର ର ନାମର ଲୋକ ମାନଙ୍କ ବିଷୟରେ କିଛି ରହସ୍ୟମୟ କଥା କହିବା ପାଇଁ ଯାଉଛୁ । ତେବେ ଏହି ନାମର ବ୍ୟକ୍ତି ମାନେ ଆକର୍ଷଣିୟ ହୋଇଥାନ୍ତି । ଆଉ ସର୍ବଦା ଏମାନେ ଆକର୍ଶଣ ର କେନ୍ଦ୍ର ବିନ୍ଧୁ ହୋଇଥାନ୍ତି । ଏମାନଙ୍କ ଶରୀର ର ଗଠନ ଏମିତି ହୋଇଥାଏ ଯେ ଯେକୌଣସି ଲୋକ ଏମାନଙ୍କ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି , ଏମାନେ ସବୁ ବେଳେ ରାଜକୀୟ ସ୍ଵଭାବରେ ବଞ୍ଚିବାକୁ ଚାହିଁଥାନ୍ତି , ଏବଂ ନିଜେ ମଧ୍ୟ ଏହି ଶ୍ରେଣୀ ରେ ଆସନ୍ତି ।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ସ୍ୱଭାବ କେମିତି ହୋଇ ଥାଏ । ଯେଉଁ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତ ଭାବୁକ ହୋଇଥାନ୍ତି । ଏମାନଙ୍କର ଇଚ୍ଛା, ଘର , ପରିବାର ଏବଂ ଦୁନିଆଁ ର ସବୁ ଲୋକ ମାନେ ଭଲ ରେ ରୁହନ୍ତି । ଏମାନେ ସବୁବେଳେ କୈାଣସି କାମରେ ଆଗୁଆ ରହିଥାନ୍ତି , ଗୋଟିଏ ସଭାରେ ଆଲୋଚନା ସମୟରେ ଏମାନଙ୍କ ସ୍ଵର ସବୁବେଳେ ଆଗରେ ରହିଥାଏ , ଏମାନେ ଟିକେ ଦୁଃଖି ରହିଥାନ୍ତି କିନ୍ତୁ ବହୁତ ଖୁସିରେ ଦିନ କାଟନ୍ତି , ଯଦି ଏମାନଙ୍କ କଥା କେହି ଶୁଣନ୍ତି ନାହିଁ ତେବେ ଏମାନେ ବହୁତ ରାଗି ଯାଆନ୍ତି, ପାଠ ପଢା କୁ ନେଇ ଏମାନେ ନିଜର ଭଷଷିଶ୍ୟତ ପାଇଁ ବହୁତ ସଚେତନ ରହିଥାନ୍ତି ।

ଏମାନେ ଯେଉଁ କାମ କୁ ସବୁ ବେଳେ ଆରମ୍ଭ କରି ଥାନ୍ତି । ସେମାନେ ସେହି କାମ କୁ ସଂମ୍ପର୍ଣ୍ଣ ଭାବେ ଶେଷ ମଧ୍ୟ କରି ଥାନ୍ତି ଜିବନ ରେ ବହୁତ ସଂଘର୍ଷ କରି ଥାନ୍ତି । ଏବଂ ଷିର୍ସକ ରେ ହିଁ ପହଁଚି ଜାଇ ଥାନ୍ତି । ଏହି ଲୋକ ମାନେ ପ୍ରେମ କୁ ବହୁତ ଗୁରୁତ୍ୱ ଦେଇ ଥାନ୍ତି ହେଲେ ଏମାନେ ସେତେ ରୋମାନଟିକ୍ ହୋଇ ଥାନ୍ତି ପ୍ରେମ ସଂମ୍ପର୍କ ରେ ଏମାନେ ବହୁତ ଲକି୍ ହୋଇ ଥାନ୍ତି ପ୍ରେମ ଏବଂ ଏମାନଙ୍କ ସଂମ୍ପର୍କ ଟିକିଏ କମ୍ ହୋଇ ଥାଏ ହେଲେ ଏମାନେ ସଂମ୍ପର୍କ କୁ ବହୁତ ଗୁରୁତ୍ୱ ଦେଇଥାନ୍ତି ଏମାନେ ନିଜର ପ୍ରେମ କୁ ପାଇବା ପାଇଁ ବଡ ବଡ ପରିସ୍ଥିତି ରକ ସାମ୍ନା କରି ଥାନ୍ତି ।

ଏମାନେ ବାହାରକୁ ଯେମିତି ଦେଖାଯାଆନ୍ତି ଏମାନେ ତା ଠାରୁ ଅଧିକ ସାହାସୀ ହୋଇ ଥାନ୍ତି ।ଏମାନେ ଅନେକ ଗୁଣ ର ଅଧିକାରୀଣୀ ହୋଇ ଥାନ୍ତି । ଏହି ସବୁ ଗଣ ଯୋଗୁଁ ଏମାନେ ସମାଜ ରେ ମାନ ସମ୍ମାନ ପାଇ ଥାନ୍ତି । ଜାଣିଲେ S ନାମର ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |

Spread the love