ଓଲଟିଲା ଯାତ୍ରୀବାହୀ ବସ୍‌ , ୧୨ ଆହତ

ରାଉରକେଲା, ୧୯/୦୪: ଓଲଟିଲା ଯାତ୍ରୀବାହୀ ବସ । ଚାଳକ ଭାରସାମ୍ୟ ହରାଇବାରୁ ଯାତ୍ରୀବାହୀ ବସ ସଦାମ ଓଲଟି ପଡ଼ିଥିବା ଜଣାପଡ଼ିଛି । ଟେନ୍ସସା ବରସୁଆଁ ମଝିରେ ଏହି ଦୁର୍ଘଟଣ ଘଟିଛି । ଫଳରେ ଏଥିରେ ଥିବା ୧୦ ରୁ ୧୨ ଯାତ୍ରୀ  ଆହତ ହୋଇଛନ୍ତି । ସେମାନଙ୍କୁ ଲହୁଣୀପଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘରୋଇ ଯାତ୍ରୀବାହୀ ବସ ସଦାମ ରାଉରକେଲାରୁ ବଡବିଲ ଯାଉଥିଲା ବୋଲି ସୂଚନା ମିଳିଛି ।

Spread the love