୫ରୁ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ ଟିକା

ନୂଆଦିଲ୍ଲୀ:ଗତକାଲି ୫ରୁ୧୨ ବର୍ଷ  ସ୍କୁଲ ଯାଉଥିବାପିଲାଙ୍କୁ    କୋର୍ବେଭାକ୍ସ କୋଭିଡ ଟିକା ଦେବା ପାଇଁ ଏସଇସି ପକ୍ଷରୁ ସୁପାରିଶ କରାଯାଇଛି। ୫ରୁ୧୨ବର୍ଷ ପିଲାଙ୍କ ନିମନ୍ତେ ଜରୁରୀ ବ୍ୟବହାର ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)ସୁପାରିଶ କରିଛି।ଗତକାଲିି ଡିସିଜିଆଇ ବୈଠକରେ ଟିକା ଦେବା ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ଆଲୋଚନା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।୫ରୁ୧୨ ବର୍ଷ ପିଲାଙ୍କ ପାଇଁ ସ୍କୁଲ ଖୋଲି ସାରିଥିବାରୁ ସେମାନଙ୍କୁ ଟିକା ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି।

Spread the love