ରେଳରେ ଯାତ୍ରା କଲେ ବୀମା ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର। ଯାତ୍ରୀମାନେ ଏବେ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ। ଏଥି ପାଇଁ ଯାତ୍ରୀମାନଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ହେବ। ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମିଳିବ। ବହୁତ ଲୋକ ରେଲୱେ ଟ୍ରାଭେଲ ଇନସୁରାନ୍ସ ପାଇଁ ପସନ୍ଦ କରିନଥାନ୍ତି । କାରଣ ଏହି ବୀମା ବିଷୟରେ ଅନେକ ଲୋକ ଖୁବ୍‌ କମ୍‌ ଜାଣିଥାନ୍ତି । ଏହି ବୀମା କରିବା ଦ୍ୱାରା ରେଳ ଯାତ୍ରାରେ ହେଉଥିବା କ୍ଷତି ପାଇଁ କମ୍ପାନୀ କ୍ଷତିପୂରଣ ଦେଇଥାଏ । ଆପଣଙ୍କ ଯାତ୍ରା ସମୟରେ କିଛି କ୍ଷତି ହେଲେ କ୍ଷତି ବାବଦକୁ ଆପଣଙ୍କୁ ୨ଲକ୍ଷରୁ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ମିଳିପାରିବ ।ଯେତେବେଳେ ଆପଣ ଅନଲାଇନରେ ରେଳ ଟିକେଟ ବୁକିଂ କରୁଛନ୍ତି ସେତେବେଳେ ବୀମା ବିକଳ୍ପ ବାଛନ୍ତୁ ।ଏହି ବୀମା ପାଇଁ ଆପଣଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ପଡ଼ିବ । ବୀମା ବିକଳ୍ପ ବାଛିବା ସମୟରେ ଆପଣ ଆପଣଙ୍କ ମୋବାଇଲ ନଂ ଏବଂ ଇମେଲ ଆଇଡିର ଲିଂକ ଚୟନ କରିବାକୁ ପଡ଼ିବ । ସେଠାରେ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଆପଣ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ  ।ରେଳ ଦୁର୍ଘଟଣା ସମୟରେ ରେଳ ଯାତ୍ରା ବ%E

Spread the love