ନୌସେନାରେ ଚାକିରି : ଖାଲି ପଡିଛି ୧୨୭ ପୋଷ୍ଟ୍‌

ଭୁବନେଶ୍ୱର: ୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍‌ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ କରାଯିବ।

ଭାରତୀୟ ନୌସେନାରେ ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ଫାର୍ମାସିଷ୍ଟ, ଫାୟାର୍‌ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ବିଜ୍ଞାପନ ବାହାରିବା ଠାରୁ ୬୦ ଅର୍ଥାତ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ କରାଯିବ।

 

  • ଫାର୍ମାସିଷ୍ଟ – ୧ ପୋଷ୍ଟ୍‌
  • ଫାୟାରମ୍ୟାନ୍- ୧୨୦ ପୋଷ୍ଟ୍‌
  • ପେଷ୍ଟ୍ କଣ୍ଟ୍ରୋଲର କର୍ମୀ – ୬ ପୋଷ୍ଟ୍‌

ଅତ୍ୟାବଶ୍ୟକୀୟ ଯୋଗ୍ୟତା:

ଫାର୍ମାସିଷ୍ଟ୍‌ – ଦଶମ ପାସ୍

ଫାୟାରମ୍ୟାନ୍- ଦଶମ ପାସ୍ ଏବଂ ଶାରୀରିକ ଭାବରେ ଶକ୍ତିଶାଳୀ ହେବା ସହ ଉଚ୍ଚତା ଅତିକମରେ ୧୬୫ ସେମି ହେବା ଉଚିତ। ତେବେ ଉଚ୍ଚତାରେ IST ସଦସ୍ୟଙ୍କ କ୍ଷେତ୍ରରେ ୨.୫ ସେମି କୋହଳ କରାଯିବ। ଛାତି ବିନା ଚଉଡାରେ ୮୧.୫ ସେମି ଏବଂ ଚଉଡା କରି ୮୫ ସେମି ହେବା ଉଚିତ। ଓଜନ ଅତିକମରେ ୫୦କିଲୋଗ୍ରାମ ହେବା ଉଚିତ।

ଫାୟାରମ୍ୟାନ୍- ଦଶମ ପାସ୍ ଏବଂ ଶାରୀରିକ ଭାବରେ ଶକ୍ତିଶାଳୀ ହେବା ସହ ଉଚ୍ଚତା ଅତିକମରେ ୧୬୫ ସେମି ହେବା ଉଚିତ। ତେବେ ଉଚ୍ଚତାରେ IST ସଦସ୍ୟଙ୍କ କ୍ଷେତ୍ରରେ ୨.୫ ସେମି କୋହଳ କରାଯିବ। ଛାତି ବିନା ଚଉଡାରେ ୮୧.୫ ସେମି ଏବଂ ଚଉଡା କରି ୮୫ ସେମି ହେବା ଉଚିତ। ଓଜନ ଅତିକମରେ ୫୦କିଲୋଗ୍ରାମ ହେବା ଉଚିତ।

ପେଷ୍ଟ୍ କଣ୍ଟ୍ରୋଲର କର୍ମୀ – ଦଶମ ପାସ୍ ସହିତ ହିନ୍ଦୀ / ଆଞ୍ଚଳିକ ଭାଷା ଲେଖିବା, ପଢିବା ଓ କହିବାରେ ସକ୍ଷମ ଥିବେ।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୫୬ ବର୍ଷ ହୋଇଥିବ

ଚୟନ ପ୍ରକ୍ରିୟା:

ଶାରୀରିକ ଫିଟ୍‌ନେସ୍ ଟେଷ୍ଟ, ପ୍ରୋଭିଜନାଲ ଆଲଟ୍‌ମେଣ୍ଟ୍ ଲେଟର୍ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

କେଉଁଠିକୁ ପଠେଇବେ ଆବେଦନ ଫର୍ମ:

ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ସିପି ପାଇଁ SO), ହେଡ୍‌କ୍ୱାଟର୍ସ ୱେଷ୍ଟ୍‌ର୍ଣ୍ଣ ନାଭାଲ୍ କମାଣ୍ଡ୍‌, ବାଲାଡ୍ ପିୟର୍, ଟାଇଗର ଗେଟ୍ ନିକଟ, ମୁମ୍ବାଇ- ୪୦୦୦୦୧।

 

– ଶିକ୍ଷାର ବିକାଶ ପାଇଁ ୨୦ରୁ ଅଧିକ ବିଶ୍ବବିଦ୍ୟାଳୟ ସହ ‘କିଟ୍’ର ଏମ୍ଓୟୁ

ଭୁବନେଶ୍ୱର: ୱାର୍ଲ୍ ଲିଡରସିପ୍ ଏକାଡେମୀ ଓ କିଟ୍ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଭାପତିତ୍ର କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ । ଶିକ୍ଷା ଓ ସାମାଜିକ ବିକାଶ ପାଇଁ ଶୃଙ୍ଖଳା ଏକାନ୍ତ ଆବଶ୍ୟକ । ରାଜ୍ୟରେ ଶହେରୁ ଗର୍ତ୍ତ ମହାବିଦ୍ୟାଳୟର ଶିକ୍ଷାଗତ ମାନ ବୃଦ୍ଧି କରାଇ କିଭଳି ସେହି ମହାବିଦ୍ୟାଳୟଗୁଡ଼ିକ ନାକ୍ ମାନ୍ୟତା ପାଇପାରିବେ ସେ ଦିଗରେ କିଟ୍ ବିଶ୍ଵବିଦ୍ୟାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇ ଆସୁଛି। ଏହା ସହ ଉନ୍ନତ ଗବେଷଣା ପାଇଁ ନିଃଶୁଳ୍କ ଆଦି ସୁବିଧା ମଧ୍ୟ କିଟ୍ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ ଇ-ପାଠାଗାର ଯୋଗ ଦେଇଥିବା ଅଧ୍ୟାପିକା ଅଧ୍ୟାପିକାମାନଙ୍କୁ ଶିକ୍ଷାର ବିକାଶ ନିମନ୍ତେ ୪ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରୁ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଅଧ୍ୟକ୍ଷ ଅଧ୍ୟାପକ, ଅଧ୍ୟାପିକା ଯୋଗ ଇ ପରୀକ୍ଷାଗାର ଦେଇଥିଲେ। ଦିନ ତମାମ ଶିକ୍ଷାର ପ୍ରାସଙ୍ଗିକତା ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହା ସହ ଶିକ୍ଷାର ବିକାଶ ନେଇ ଆଲୋଚନାଚକ୍ରରେ କିଟ୍ ବିଶ୍ଵବିଦ୍ୟାଳୟ ଓ ୨୦ରୁ ଉର୍ଦ୍ଧ

ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଏନ୍ ସମେତ ୫ଶହରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟ ନାଗରାଜୁ, ଖଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା, ସମ୍ବଲପୁରସ୍ଥିତ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କଳାଦାସମହାପାତ୍ର

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏବଂ କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସ୍ଥାୟୀ ସମାଜ ଗଠନ ଦିଗରେ ଶିକ୍ଷାର ଭୂମିକା ଉପରେ ଆଲୋଚନା କରିଥିଲେ । ୱାର୍ଚ୍ଚ ଲିଡରସିପ୍ ଏକାଡ଼େମୀ ସଦସ୍ୟ ପ୍ରଫେସର ଜୟନ୍ତ ପରିଡ଼ା ସ୍ଵାଗତ ଭାଷଣ ଦେଇଥିବା ବେଳେ ଏକାଡ଼େମୀର ଯୁଗ୍ମ ସମ୍ପାଦକ ଚିନ୍ମୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ନିଯୁକ୍ତି ପାଇଁ ଓପିଏସ୍‌ସି କୁନ୍ଥୁକୁନ୍ଥ; ଚିନ୍ତାରେ ପରୀକ୍ଷାର୍ଥୀ

ଅବ୍ଯାହାଦ ପାଇସାରିଛି ତେଣୁ ମାମଲାର କୌଣସି ଅର୍ଥ ନାହିଁ । ଅତଏବ ବିନା ପ୍ରତିବନ୍ଧକରେ ମନୋନୟନ ପ୍ରକ୍ରିୟା ରଖାଯିବାରେ କୌଣସି ସମସ୍ୟା ନଥିବା ରାୟରୁ ସ୍ପଷ୍ଟ ହେଉଛି । ତେଣୁ ତୁରନ୍ତ ଏପିପି ନିଯୁକ୍ତି ପ୍ରଦାନ ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । ସୂଚନା ଅନୁସାରେ ଜଣେ ପରୀକ୍ଷାର୍ଥୀ ଏନେଇ ହାଇକୋର୍ଟରେ ମାମଲା ଆବେଦନ କରିଥିଲେ ହେଁ ମାମଲାର ଗୁରୁତ୍ବତା ନଥିବା କାରଣରୁ ଏହା ଚୂଡ଼ାନ୍ତ ହୋଇପାରି ନଥିଲା। ତେବେ ଯେଉଁ ଆବେଦନକାରୀମାନେ ମୌଖ ପରୀକ୍ଷା ପାଇଁ ମନୋନୀତ ହୋଇନଥିଲେ । ଉଲ୍ଲେଖଯୋଗ୍ୟ ଏପିପି(ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର) ଯେ ଓପିଏସ୍‌ସିର ବିଜ୍ଞାପନ ନେଇ ନିଯୁକ୍ତିରେ ବିଳମ୍ବକୁ ନେଇ ଏବେ ହାଇକୋର୍ଟରେ ଅନେକ ମାମଲା ବିଭିନ୍ନ ଓପିଏସି ପକ୍ଷରୁ କୌଣସି ପଦକ୍ଷେପ ଗତ ଫେବୃଆରୀ ୧୬ ତାରିଖରେ ପ୍ରକାଶ

ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଆବେଦନକାରୀମାନେ ସେମାନଙ୍କ ତେଜିଲାଣି। ଉଭୟ ଲିଖୁତ ଓ ମୌଖକ ଅଭିଯୋଗ ଏବଂ ସମସ୍ୟା ସମ୍ପର୍କରେ ପରୀକ୍ଷା ପରେ ଗତ ଫେବୃଆରୀ ୧୬ ଆବେଦନରେ ଦର୍ଶାଇଛନ୍ତି। ଗୋଟିଏ ତାରିଖରୁ ମୌଖକ ପରୀକ୍ଷାର ଫଳ ପ୍ରକାଶ ମାମଲାରେ କୋର୍ଟ ନିର୍ଦ୍ଦିଷ୍ଟ ଭାବେ ପାଇସାରିଛି। ମାତ୍ର ଦେଢ଼ ମାସରୁ ଉର୍ଦ୍ଧ୍ବ କହିଛନ୍ତି ଯେ ଗତ ଜୁଲାଇ ୨୨ ତାରିଖର ସମୟ ବିତିସାରିଥିଲେ ମଧ୍ୟ ଓପିଏସ୍‌ସି ବିଜ୍ଞାପନ ଅନୁସାରେ ସହକାରୀ ପବ୍ଲିକ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ କରିନାହିଁ। ପ୍ରସିକ୍ୟୁଟର ପଦ ପାଇଁ ମନୋନୟନ ଲିଖତ ଓ ମୌଖ୍ୟକ ପରୀକ୍ଷା ପରେ ଗତ ପ୍ରକ୍ରିୟା ଅବ୍ୟାହତ ରହିବା ଉଚିତ। ମାତ୍ର ଫେବୃଆରୀ ୧୬ ତାରିଖରେ ମୌଖକ ୨୦୨୨ ମାର୍ଚ୍ଚ ୯ ତାରିଖ ସୁଦ୍ଧା ଆନୁଷ୍ଠାନିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମାତ୍ର ଭାବେ କୌଣସି ଫଳାଫଳ ପ୍ରକାଶ ପାଇବା ସେବେଠାରୁ ନିଯୁକ୍ତି ପ୍ରକ୍ରିୟା ଶେଷ ପାଇଁ ଉଚିତ ନୁହେଁ। ଯେହେତୁ ଚୂଡ଼ାନ୍ତ ଫଳାଫଳ ଆବେଦନ କରିଥିଲେ।

– ନିଯୁକ୍ତି ଖୋଜିବା ପରିବରେ ଯୁବକମାନେ ନିଯୁକ୍ତିଦାତା ହୁଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୧୮୪ ୧ ଏକବିଂଶ ଶତାବ୍ଦୀରର ସମସ୍ତଙ୍କ ଦାୟିତ୍ଵ ବଢ଼ିଥିବା ବେଳେ ଆମର ଯୁବକମାରେ ନିଯୁକ୍ତି ଖୋଜିବା ପରିବରେ କରିବାର ହୁଅନ୍ତୁ। ନିଜ ଉଦ୍ୟମରେ ନିୟୁକ୍ତି ଦେବା ଭଳି ଏକ କାରାବରଣ ତିଆରି କରନ୍ତୁ। ଏଥିପାଇଁ କେବଳ ସୁବପିଢ଼ି ନୁହେଁ ବରଂ ସମାଜର ମଧ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର ପ୍ରଧାନ କହିଛନ୍ତି।

ଚିନ୍ତାଧାରା, ଯୁକ୍ତିଯୁକ୍ତ ବିଚାର ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ୩ ରୁ ୮ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରାଥମିକ ସୋପାନରେ ମନୁଭାଷାରେ ପାଠପଢ଼ାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ପିଲା ମାନଙ୍କ ପାଇଁ ଷଷ୍ଠ ଶ୍ରେଣୀରୁ ହିଁ ପାଠ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷା ତଥା ଭୋକେସନାଲ ଏକ୍ୟୁକେସନକୁ ବାଧ୍ୟତାମୂଳକ କରାଯାଇଛି। ଯୁବକଙ୍କ ରୋଜଗାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ଏକବିଂଶ ତାବ୍ଦୀରେ କୁଶଳ କରିବା ପାଇଁ ନୂଆ ଶିକ୍ଷା ନୀତିର ଗୁରୁତ୍ଵପୂର୍ଣ ଭୂମିକା ରହିବ । ଏନଇପି ଏକାଡେମିଆ, ଶିଳ୍ପ, ନୀତି ନିର୍ଦ୍ଧାରକ ଏବଂ ସମାଜକୁ ଏକତ୍ରିତ କରିବାରେ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ପଶ୍ଚିମବଙ୍ଗ ଠାରେ ରବିବାର ଭାଉଜ ଚାମ୍ବର ଆୟ କମ୍ପାୟର ୧୨ତମ ବାର୍ଷିକ ସାଧାରଣ ସଭାରେ କେନ୍ଦ୍ରମନ୍ତି ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ସେ କହିଥିଲେ ଯେ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନାହିଁ ଏଇଠିରେ ଦରବାଟିକା ତଥା ଶିକ୍ଷାକୁ କୌଶଳ ବିକାଶ ଏବଂ ଲୋକେସନାଲ ଟ୍ରେନିଂ ସହ ଯୋଡ଼ିବାର ବ୍ୟବସ୍ଥା ରହିଛି।

 

 

Spread the love