ରାଜ୍ୟ ଓବିସି ମୋର୍ଚ୍ଚା ଜୋନାଲ ଏବଂ ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା

ଭୁବନେଶ୍ୱର,ତା.୨୬/୦୫: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ୫ଟି ଜୋନ ଏବଂ ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତିି ।

ପୂର୍ବ ଓଡିଶା ପାଇଁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ; ଉତର ଓଡିଶା ପାଇଁ ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ; ଦକ୍ଷିଣ ଓଡିଶା ପାଇଁ ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା; ମଧ୍ୟ ଓଡିଶା ପାଇଁ ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ ଏବଂ ପଶ୍ଚିମ ଓଡିଶା ପାଇଁ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତା ସାହୁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ସେହିପରି ଜିଲ୍ଲା ପ୍ରଭାରୀ ଭାବେ କଟକ ସିଟି – ମହେଶ୍ୱର ଦାସ, କଟକ ସଦର – ନୃସିଂହ ସାହୁ, କେନ୍ଦ୍ରାପଡ଼ା – ଜଗନ୍ନାଥ ସ୍ୱାଇଁ, ଜଗତସିଂହପୁର – ଅମ୍ବିକା ସାମଲ, ପୁରୀ – ପ୍ରଶାନ୍ତ ନାୟକ (ବନି), ନୟାଗଡ଼ – ସଂଗ୍ରାମ କେଶରୀ ନାୟକ, ଖୋର୍ଦ୍ଧା – ସୁକୁମାର ସାହୁ, ଭୁବନେଶ୍ୱର – ସୁବାଷ ଜେନା, ଯାଜପୁର – ଦୁର୍ଗା ପ୍ରସନ୍ନ ନାୟକ, ବାଲେଶ୍ୱର – ଉମାକାନ୍ତ ଦାସ, ଭଦ୍ରକ – ଜଗଦିଶ ପ୍ରଧାନ, ବାରିପଦା – ସିଦ୍ଧାର୍ଥ ଶଙ୍କର ପତି, ରାଇରଙ୍ଗପୁର – ଚର୍ଚ୍ଚିଲ ମହାକୁଡ, କେନ୍ଦୁଝର – ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, କଳାହାଣ୍ଡି – ରାମଚନ୍ଦ୍ର ବେହେରା, କୋରାପୁଟ – ବିରଭଦ୍ର ଆଚାରି, ମାଲକାନଗିରି – ବଳରାମ ସୁବୁଦ୍ଧି; ରାୟଗଡ଼ା – ମୃତ୍ୟୁଞ୍ଜୟ ମହାରଣା, ନବରଙ୍ଗବପୁର – ବିଜୟ ସାମଲ, ଗଞ୍ଜାମ – ଗୋପାଳ କୃଷ୍ଣ ଗୌଡ, ଗଜପତି – ବନିନ୍ଦ୍ର ସାହୁ, ଘୁମୁସର – ପ୍ରଶାନ୍ତ କୁମାର ନାୟକ, ବୌଦ୍ଧ -ରୁଦ୍ର କିଶୋର ମାହଲା, ସୋନପୁର – ଦୀଲିପ କର୍ସେଲ, କନ୍ଧମାଳ – ସୁବାଷ ପ୍ରଧାନ, ଢେଙ୍କାନାଳ – ସାବିତ୍ରୀ ବିଶ୍ୱାଳ, ଅନୁଗୁଳ – ଚନ୍ଦ୍ରଗୁପ୍ତ ପ୍ରସାଦ, ଦେବଗଡ – ସନାତନ କର୍ମୀ, ସମ୍ବଲପୁର – ଉମାଶଙ୍କର ପଟେଲ, ବରଗଡ -଼ ସଯୁକ୍ତା ପ୍ରଧାନ, ବଲାଙ୍ଗିର – ଦେବାଶିଷ ପ୍ରିୟଦର୍ଶନୀ ସାହୁ, ଝାରସୁଗୁଡା – ରାଧେଶ୍ୟାମ ବାରିକ, ସୁନ୍ଦରଗଡ଼ – ପ୍ରଭାତ କୁମାର ସାହୁ, ସୁନ୍ଦରଗଡ (ପାନପୋଷ) – ଧନେଶ୍ୱର ମହନ୍ତ, ସୁନ୍ଦରଗଡ (ବଣାଇ) – ସଞ୍ଜିତ ସାହୁ ଏବଂ ନୂଆପଡ଼ା – ଶଶାଙ୍କ ଶେଖର ମାହାଲାଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love