ଭିଜିଲାନ୍ସ ଜାଲରେ ପୋଲିସ୍‌ ଏଏସ୍‌ଆଇ

ଖଲିକୋଟ, ୦୭/୦୬: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଲେ ଜଣେ ପୋଲିସ୍‌ ଅଧିକାରୀ । ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ଏଏସଆଇ । ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ । ଜଣେ ବ୍ୟକ୍ତିଙ୍କ କେଶ ପଞ୍ଜିକରଣ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡ଼ି ବସିଥିବା ଜଣାପଡ଼ିଛି  ।

Spread the love