ରୋଗରୁ ମୁକ୍ତି ଦେବ ବିଟ୍

 ସୁସ୍ଥ ଶରୀର ପାଇଁ ପନିପରିବା ଓ ଫଳର କୌଣସି ବିକଳ୍ପ ନାହିଁ। ସୁସ୍ଥକର ପରିବା ମଧ୍ୟରୁ ବିଟ୍‌ ଅନ୍ୟତମ୍‌। ନ୍ୟୁଟ୍ରିଏଣ୍ଟ୍‌ସରେ ଭରା ଏହି ପରିବାର ଅନେକ ସୁଗୁଣ ରହିଛି। ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଦୈନିକ ଗୋଟାଏ ଗ୍ଲାସ୍‌ ବିଟ୍‌ ଜୁସ୍‌ ପିଇବେ ତ ଆପଣଙ୍କୁ କରୋନାଜନିତ ହୃଦ୍‌ରୋଗ ପ୍ରଭାବିତ କରିପାରିବ ନାହିଁ।ବିଟ୍‌ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ସ ଥାଏ। ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦିନରେ ଯଦି ଦୁଇ ବା ତିନି ଚାମଚ ବିଟ୍‌ ରସକୁ ଏକ ଗ୍ଲାସ୍‌ର ଗାଜର ରସ ସହିତ ମିଶାଇ ପିଇବେ,ତେବେ ବ୍ଲଡ ପ୍ଲେଟ ଲେଟ୍‌ସ ତୀବ୍ର ଗତିରେ ବୃଦ୍ଧିପାଇଥାଏ।ବିିିଶେଷ କଥା ହେଲା ବିିିଟ୍ ମହାମାରୀ କରୋନାରୁୁ ଆମକୁ ରକ୍ଷା କରିବ।

Spread the love