ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ସୁପାରିଶ୍‌, ହାଇକୋର୍ଟରେ ନିଯୁକ୍ତ ହେବେ ଦୁଇ ନୂଆ ବିଚାରପତି

କଟକ, ୨୫/୭: ହାଇକୋର୍ଟରେ ନିଯୁକ୍ତ ହେବେ ଦୁଇ ନୂଆ ବିଚାରପତି । ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଛି । ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଛି । ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରିଛି କଲେଜିୟମ ।

Spread the love