ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତିଙ୍କ ନାଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ

ଓଡ଼ିଶା ହାଇକୋର୍ଟ’ପାଇଁ ତିନି ନୂଆ ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ତିନି ଜଣଙ୍କ ମଧ୍ୟରେ ଜଣେ ଆଇନଜୀବୀ ଓ ଦୁଇ ଜଣ ବିଚାର ବିଭାଗ ଅଧିକାରୀ। ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଥିବା ବେଳେ ଦୁଇ ବିଚାରବିଭାଗର ଅଧିକାରୀ ହେଲେ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାସ।

Spread the love