ସିଆଇଆଇ ଦ୍ୱାରା ଟାଟା ଷ୍ଟିଲ୍‌ ମାଇନିଂ ପୁରସ୍କୃତ

ଏ ସମ୍ପର୍କରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଉତ୍ପାଦନ, ଉନ୍ନତି ଓ ଶ୍ରମଶକ୍ତିର କଲ୍ୟାଣ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଓ ସୁସ୍ଥ କର୍ମଚାରୀ ରହିବା ନିହାତି ଆବଶ୍ୟକ।

Spread the love