୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା

ସେପ୍ଟେମ୍ବରରେ ୩ଟି ଲଘୁଚାପ । ସେପ୍ଟେମ୍ବରରେ ୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା । ଏଥିପାଇଁ ପାଗ ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି ।ଏ ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ତେବେ ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Spread the love