ବଲାଙ୍ଗିର ସୁକତେଲ ନଦୀରେ ବାହାରିଲା ଶିବଲିଙ୍ଗ

ବଲାଙ୍ଗିର: ବଲାଙ୍ଗିର ସୁକତେଲ ନଦୀରେ ବାହାରିଲା ଶିବଲିଙ୍ଗ । ଗାଧୋଇବା ସମୟରେ କିଛି ସ୍ଥାନୀୟ ଯୁବକ ଶିବଲିଙ୍ଗ ପାଇ ଥିବା ବେଳେ ତାକୁ ଗାଁକୁ ନେଇ କରିଛନ୍ତି ପୂଜାର୍ଚ୍ଚିନା । ତେବେ  ଏହି ଶିବଲିଙ୍ଗକୁ ଚନ୍ଦନେଶ୍ଵର ବାବାଙ୍କ ଅଭିର୍ଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କିଭଳି ଭାବରେ ଏଭଳି ଏକ ଶିବଲିଙ୍ଗ ଆସିଲା ନା ତାହା ନଦୀ ଗର୍ଭରୁ ବାହାରିଛି ତାହା ସ୍ପଷ୍ଟ ହୋଇନାହିଁ।  ତେବେ ନଦୀରେ ପାଣିଥିଲା ଓ ତାହା ଶୁଖିଲା ପରେ ଏଭଳି ଲିଙ୍ଗ ଦେଖାଯାଇଥିବା ସ୍ଥାନୀୟ ଲୋକେ କହିବା ସହ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି।

Spread the love