Skip to content
Thursday, October 22, 2026
Latest:
  • ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
  • ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ! ଓଡ଼ିଶାକୁ ମିଳିବ କି ନୂଆ ପୁଞ୍ଜିନିବେଶ?
  • ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର!
  • ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ସାଂସଦ ଅନୁଭବଙ୍କ ଇନଷ୍ଟାଗ୍ରାମ୍ ବ୍ଲକ

October 16, 2022 Satya anubhav-mohanty-social-media-account-hacked, state

କଟକ ୧୬।୧୦: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ। ଫେକ୍ ଆକାଉଣ୍ଟ କରି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେହି ଡୋନେସନ ମାଗୁଥିବା ଅଭିଯୋଗ। କଟକ ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ସାଇବର ହ୍ୟାକର ଅନୁଭବଙ୍କ ପ୍ରକୃତ ଆକାଉଣ୍ଟକୁ ବ୍ଲକ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି। ଫେକ ଆକାଉଣ୍ଟ ଯୋଗୁଁ ଅନୁଭବଙ୍କ ଫ୍ୟାନମାନେ ଠକାମିର ଶିକାର ହେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

Post Views: 198
Spread the love
  • ← ତ୍ୱଚାରେ ଉଷୁମ ପାଣିର ପ୍ରଭାବ
  • ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୭ କୋଭିଡ୍ ପଜିଟିଭ୍ →

ADVT

Recent Posts

  • ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା October 22, 2026
  • ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ! ଓଡ଼ିଶାକୁ ମିଳିବ କି ନୂଆ ପୁଞ୍ଜିନିବେଶ? October 22, 2026
  • ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ October 22, 2026
  • ୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର! October 21, 2026
  • ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ October 20, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.