ଓ୍ଵିକେଣ୍ଡରେ ପ୍ରସ୍ତୁତ କରନ୍ତୁ କୋରିୟାନ୍‌ ଏଗ୍‌ ରୋଲ୍‌, ବନାଇବା ବହୁତ ସହଜ

ଆବଶ୍ୟକ ସାମଗ୍ରୀ

୪ଟି ଅଣ୍ଡା
୧ ଚାମଚ ଗୋଲ ମରୀଚ
୧ ଚାମଚ ଲୁଣ
ଗୋଟିଏ ସ୍ପ୍ରିଙ୍ଗ୍‌ ଅନିୟନ୍‌
ଗାଜର

ପ୍ରସ୍ତୁତି ପ୍ରଣାଳୀ

କୋରିୟାନ୍‌ ଏଗ୍‌ ରୋଲ୍‌ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ତିନିଟି ଚାରି ଅଣ୍ଡା ଭାଙ୍ଗିବା ପରେ ପାତ୍ରରେ ଗୋଲମରୀଚ ଏବଂ ଲୁଣ ପକାଇ ଦିଅନ୍ତୁ। ଏବେ ଏଥିରେ ଗାଜର ଏବଂ କଞ୍ଚା ପିଆଜ ପକାନ୍ତୁ। ଏବେ ଏକ ପ୍ୟାନ ଗରମ କରି ସେଥିରେ ଗାଜର ଏବଂ କଞ୍ଚା ପିଆଜ ପକାନ୍ତୁ। ଏବେ ଏକ ପ୍ୟାନ ଗରମ କରି ସେଥିରେ ଅଣ୍ଡା ମିଶ୍ରଣକୁ ଏକ ପତଳା ଲେୟାରରେ ପକାନ୍ତୁ। ଯେତେବେଳେ ଏହା ହେବାକୁ ଲାଗିବ ସେତେବେଳେ ଏଥିରେ ଅଳ୍ପ ଚିଜ୍‌ ପକାଇ ଅଣ୍ଡା ପ୍ୟାନର କୋଣରୁ ରୋଲ କରନ୍ତୁ। ଏହାପରେ ପୁଣି ଥରେ ଅଣ୍ଡାର ମିଶ୍ରଣକୁ ଏକ ପତଳା ଲେୟାର ରଖି ପୂର୍ବ ଅଣ୍ଡାର ରୋଲ ଉପରେ ରୋଲ କରି ରଖନ୍ତୁ। ଏବେ ବଳକା ଥିବା ମିଶ୍ରଣକୁ ବି ଏହିପରି ଭାବେ ବନାନ୍ତୁ, ଯେତେ ପର୍ଯ୍ୟନ୍ତ ରୋଲ ମୋଟା ଏବଂ ଅଲଗା ଅଲଗା ଲେୟାର ନ ଦେଖାଯାଇଛି। ଏବେ ଏହାକୁ ଆଞ୍ଚରୁ ହଟାଇ ପତଳା ସ୍ଲାଇସରେ କାଟି ଦିଅନ୍ତୁ। ଏବେ ଆପଣଙ୍କ ଟେଷ୍ଟି କୋରିୟାନ୍‌ ରୋଲ ପ୍ରସ୍ତୁତ ହୋଇଯାଇଛି।

Spread the love