ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ପଦ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ :  ଭାରତ ପୁଣି ଥରେ ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛି। ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌର ମେଣ୍ଟର ମହାନିର୍ଦ୍ଦେଶକ ଅଜୟ ମାଥୁର କହିଛନ୍ତି, କେନ୍ଦ୍ର ନୂତନ ତଥା ପୁନଃ ବ୍ୟବହାରକ୍ଷମ ଶକ୍ତିମନ୍ତ୍ରୀ ଆର.କେ. ସିଂହ ପୁନର୍ବାର ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।ଫ୍ରାନ୍ସ ମଧ୍ୟ ସହ-ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛି।

Spread the love