News ରାଜ୍ୟ ତୀର ମାଡରେ ଯୁବକ ଗୁରୁତର October 19, 2022October 19, 2022 Satya Balasore, Crime, soro, state ସୋର, ୨୦/୧୦: ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ପଂଚାୟତ ପଠାଆମ୍ବ ଗ୍ରାମର ଏକ ଅଭାବନୀୟ ଘଟିଯାଇଛି। ଉକ୍ତ ଗ୍ରାମର ସାଲୁ ସିଂ ନାମକ ଯୁବକକୁ ସେହି ଗ୍ରାମର ମୋଟୁ ସିଂ ତୀର ମାରି ଗୁରୁତର କରିଛି। ସାଲୁ କୁ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଯାଇଛି। Post Views: 658 Spread the love