ଛନଛଡା ଗାଁରେ କୁରାଲ ପୂଜା ଅନୁଷ୍ଠିତ

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଳା ପଞ୍ଚାୟତ ଛନଛଡା ଗାଁର ରଣାପଡା ଠାରେ ଆଜି କୁରାଳ ପୂଜା ରୁନ୍ଦ୍ରପାଳ ଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।କର୍ତା ଭାବେ ଜଗ ରଣା ଓ ଧର୍ମପତ୍ନୀ ଯତନୀ ରଣା ଦାୟିତ୍ୱ ରେ ଥିବା ବେଳେ ମୁଖ୍ୟ ପୁଜକ ଭାବେ ସୁରେଶ ପୁରୋହିତ ପୂଜାର୍ଚ୍ଚନା କରୁଛନ୍ତି।ପ୍ରକାଶ ମହାକୁର ପୁରାଣ ପଠନ କରୁଥିବା ବେଳେ ଗାଁର କୁରାଳ ସମାଜ ର ସଦସ୍ୟ ମାନେ ସହଯୋଗ କରିଛନ୍ତି।

Spread the love