ଆନ୍ଦୋଳନରେ ବସିଲେ ଆଇନଜୀବୀ, ପୋଲିସ ଓ ଓକିଲ ଧସ୍ତାଧସ୍ତି

ସମ୍ବଲପୁର ୩୦।୧୧: ପୁଣି ଥରେ ଆନ୍ଦୋଳନରେ ବସିଲେ ଓକିଲ। ପ୍ରତି ବୁଧବାର ପରି ଆଜି ମଧ୍ୟ ସମ୍ବଲପୁରରେ ଆନ୍ଦୋଳନରେ ବସିଲେ ଓକିଲ। ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। ବିଚାରପତିଙ୍କୁ କୋର୍ଟ ଯିବାକୁ ବାରଣ କଲେ ଆନ୍ଦୋଳନକାରୀ ଆଇନଜୀବୀ। ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ପରିସ୍ଥିତି ଠିକ୍ ନଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Spread the love