ଗଜପତିରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୪

ଗଜପତିରେ ମୃଦୁ ଭୂକମ୍ପ । ସକାଳ ୯ଟା ୪୬ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୩.୪ ।

Spread the love