ଅସହାୟ ଶବ ସତ୍କାର

ସଇଁତନ୍ତଲା:କିଛି ଦିନ ଆଗରୁ ବଲାଙ୍ଗୀର ଡାକ୍ତରଖାନା ରେ ଜଣେ ବୁଦ୍ଧ ଙ୍କୁ ଭର୍ତି କରାଯାଇଥିଲା l ତାଙ୍କର ସେବା ସୃଷସା ବିଙ୍ଗ ହ୍ୟୁମାନ ର କର୍ମକର୍ତା ମାନେ କରୁଥିଲେ l ପରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା l ପରେ ବୁଦ୍ଧ ଜଣଙ୍କର ଆତ୍ମୀୟ ନ ଆସିବାରୁ ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଭୁତି ପଡା ସ୍ମଶାନ ରେ ମର୍ଯ୍ୟାଦା ସହ ସତ୍କାର କରାଯାଇଛି l

ଏହି ମହତ କାର୍ଯ୍ୟ ରେ ଅନୁଷ୍ଠାନ ର ସୋମନାଥ ମିଶ୍ର , କନ୍ଦର୍ପ ପଧାନ, ବିଶ୍ୱଜିତ ପଟେଲ, ରଜତ ପଧାନ, ବୁଲୁ ମହାକୁର, ରିଙ୍କୁ ଦାସ, ମୁକେଶ ପଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love