ଅବସରପ୍ରାପ୍ତ ଶିକ୍ଷକ ନରସିଂହଙ୍କ ପରଲୋକ

ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଂଚାୟତ ଖାରିବାହାଲ ଗାଁର ଗଉନ୍ତିଆ ତଥା ଅବସରପ୍ରାପ୍ତ ଶିକ୍ଷକ ନରସିଂହ ମାଝୀ (84)ଙ୍କ ବୟସରେ ପରଲୋକ ଘଟିଛି l ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ମାମୁଁ ଏବଂ ଟିଙ୍କୁ ରଞ୍ଜନ ସିଂ ମାଝୀ ଙ୍କ ଅଜା l ତାଙ୍କ ପୁଅ ଘନଶ୍ୟାମ ମାଝୀ ମଖାଗ୍ନୀ ଦେଇଥିଲେ l ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ l ଖବର ପ୍ରସାରିତ ହେବା ଅଂଚଳରେ ଶୋକ ଛାୟା ଖେଳିଯାଇଛି l

Spread the love