୧୫ ଫୁଟର ଅହିରାଜ ଉଦ୍ଧାର

୧୫ ଫୁଟର ଅହିରାଜ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋର ମହୁମୁହାଣ ଖଞ୍ଜାମହଲ ଖାଦାନ ନିକଟରୁ ୧୫ ଫୁଟର ଅହିରାଜ ଉଦ୍ଧାର ହୋଇଛି। ସାପକୁ ଦେଖି ସ୍ନେକ ହେଲପ୍‌ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ପରେ ସାପଧରାଳି ପହଂଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି । ବିରାଟକାୟ ସାପକୁ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିଲା।

Spread the love