ଜାତୀୟ ପକ୍ଷୀ ଦିବସ ରେ ପକ୍ଷୀ ପାଇଁ କୃତ୍ରିମ ବସା

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିଷକେଳା ଗାଁର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ବିକିଜି ନାଗ ଙ୍କ ଚେଷ୍ଟା ବଳେ ଜାତୀୟ ପକ୍ଷୀ ଦିବସ ରେ ପକ୍ଷୀ ମାନଙ୍କ ପାଇଁ ଶତାଧିକ କୃତ୍ରିମ ବସା ତିଆରି କରିଛନ୍ତି। ବିଭିନ୍ନ ପ୍ରଜାତିର ପକ୍ଷୀ ମାନେ ଦିନ କୁ ଦିନ ବିଲୁପ୍ତ ହୋଇଯାଇଥିବା ରୁ ଏହି ପ୍ରକାର କୃତିର ପକ୍ଷୀ ବସା ତିଆରି କରି ପକ୍ଷୀମାନଙ୍କ ସୁରକ୍ଷା କରିପାରିବା ସହ ବନ୍ୟ ପ୍ରାଣୀ କୁ ସୁରକ୍ଷା ଦେଇପାରିବା ବୋଲି ଶ୍ରୀ ନାଗ କହିଛନ୍ତି।

Spread the love