ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପ୍ରଫେସର ବସନ୍ତ କୁମାର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସାକ୍ଷାତ କରିଛନ୍ତି କେନ୍ଦ୍ର ସରକାରଙ୍କ ସେଂଟର୍ ଅଫ୍ ଏକ୍ମିଲେନ୍ସ ଫର୍ ଷ୍ଟଡିସ୍ ଇନ୍ କ୍ଲାସିକାଲ୍ ଓଡ଼ିଆର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ।
ଦୁଇ ଶିକ୍ଷାବିତ୍ ନୂତନ ଶିକ୍ଷାନୀତିରେ ଭାଷାର ମହତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love