ଗଣ୍ଡପତ୍ରାପାଲି ୧୯୯୩ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଲି ହାଇସ୍କୁଲ ର ୧୯୯୩ ମ୍ୟାଟ୍ରକ ବ୍ୟାଚର ବନ୍ଧୁମିଳନ ବେଲଗାଁ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଆରମ୍ଭ ରେ ସ୍କୁଲ ର ପୂର୍ବତନ ଶିକ୍ଷକ ମହେନ୍ଦ୍ର ବଗର୍ତ୍ତୀ ଓ ଯଦୁମଣି ମେହେର ଙ୍କ ମୃତ୍ୟବରଣ ହୋଇଥିବା ରୁ ତାଙ୍କ ଆତ୍ମାର ସଦଗତି ନିମେନ୍ତ ସମସ୍ତ ପୁରାତନ ଛାତ୍ର ନିରବ ପ୍ରାର୍ଥନା କରିଥିଲେ।ପରେ ସମସ୍ତ ବନ୍ଧୁ ସ୍କୁଲ ଜୀବନ ର ସମସ୍ତ ବନ୍ଧୁ ନିଜ ନିଜ ସ୍କୁଲ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ। ପରେ ସ୍କୁଲ ର ପୂର୍ବତନ ଶିକ୍ଷକ ଓ ସ୍କୁଲ ର ଅନ୍ୟ କର୍ମଚାରୀ ମାନଙ୍କୁ ସମ୍ମାନିତ କରଯାଇଥିଲା।

Spread the love