୭୪ ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ସରସ୍ବତୀ ପୂଜା ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଶୁଭେଚ୍ଛ ଜଣାଇ କହିଛନ୍ତି, ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସତୀଙ୍କ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବିଦ୍ୟା ପ୍ରଦାୟିନୀ ମା’ ସରସତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ ଆନନ୍ଦମୟ ହେଉ।

Spread the love