ମନ୍ତ୍ରୀ ନବ ଦାସଙ୍କ ଆଜି ଦଶାହ : ସ୍ମୃତି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ସ୍ୱର୍ଗତ ନବ ଦାସଙ୍କ ଆଜି ଦଶାହ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଛି । ଝାରସୁଗୁଡ଼ା ୨ରେ ଆୟୋଜିତ ହେବ ସ୍ମୃତି ସଭା । ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ରାଜ୍ୟସ୍ତରୀୟ ସମସ୍ତ ନେତୃବୃନ୍ଦ ମଧ୍ୟ ଯୋଗ ଦେବେ । ମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ଉପସ୍ଥିତ ରହିବେ ବୋଲି ବିଜେଡି ନେତା ସୁବାସ ସିଂହ ସୂଚନା ଦେଇଛନ୍ତି ।

Spread the love