କପିଳାସ ଆରମ୍ଭ ହେଲା ଜଙ୍ଗଲ ସଫାରୀ; ମଜା ଉଠାଉଛନ୍ତି ପର୍ଯ୍ୟଟକ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗର ନିଆରା ଉଦ୍ୟମ। ଢେଙ୍କାନାଳ କପିଳାସ ଅଭୟାରଣ୍ୟରେ ପ୍ରଥମ କରି ଆରମ୍ଭ ହୋଇଛି ଜଙ୍ଗଲ ସଫାରୀ।

Spread the love