ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପ୍ରଶଂସା
ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପ୍ରଶଂସା କରିଛନ୍ତି l ନବୀନଙ୍କ ଅନୁଶାସନ କଥା ବି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ l ସବୁ ରାଜନୈତିକ ଦଳକୁ ବିଜେଡି ଓ ଏନସିପି ଠାରୁ କିଛି ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି l
1- ବିଜେଡି ଓ ଏନସିପି କେବେ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରନ୍ତିନାହିଁ l
2-ବିଜେଡି ଓ ଏନସିପି କେବେ ଗୃହ କାର୍ଯ୍ୟରେ ବାଧା ଦିଅନ୍ତି ନାହିଁ l
3-ତେଣୁ ତାଙ୍କ ଠାରୁ ଶିଖିବା ଦରକାର l
4- ବିଜେଡି ଓ ଏନସିପି ସାଂସଦ ମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି l
5-ଉଚିତ ଢଙ୍ଗରେ ବିଜେଡି ଓ ଏନସିପି ସାଂସଦ ମାନେ ଦାବି ଉପସ୍ଥାପନ କରୁଛନ୍ତି l
6-ସଂସଦର ନିୟମକୁ ମାନୁଛନ୍ତି l ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବାଦରକାର