ଝିଅ ମାନଙ୍କର ଏହି ୩ଟି ଅଙ୍ଗ ପ୍ରତି ବେଶି ଆକର୍ଷିତ ହୋଇଥାନ୍ତି ପୁଅମାନେ…

ଓଠ

ଯୁବତୀ ମାନଙ୍କ ଓଠ ତାଙ୍କ ସୁନ୍ଦରତାକୁ ଆହୁରି ବଢେଇ ଦେଇ ଥାଏ । ଯଦି ଆମେ ତାଙ୍କ ଓଠ ବିଷୟରେ କହିବା ତେବେ ଏହା ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ । ଯଦି କୌଣସି ଯୁବକ କୌଣସି ଯୁବତୀର ଫଟୋ ଦେଖେ ତେବେ ସେ ତା’ ଓଠ ପ୍ରତି ବହୁତ ଜଲ୍ଦି ଆକର୍ଷିତ ହୁଏ ।  ମ୍ୟାନଚେସ୍ଟର ଯୂନିଭର୍ସିଟୀ ର ଏକ ରିସର୍ଚରେ ଏହା କୁହାଯାଇଛି କି ଯୁବତୀଙ୍କର ଲାଲ ରଙ୍ଗର ଓଠ ପୁରୁଷଙ୍କୁ ବେଶି ଆକର୍ଷିତ କରେ ।  ସେଥିପାଇଁ ଆପଣ ମାନେ ଦେଖିଥିବେ କି ମହିଳା ମାନେ ଲାଲ ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତି ବେଶି ସୁନ୍ଦର ଦେଖାଯିବା ପାଇଁ ।

ଆଖି

ଆପଣ ଏହି କଥା ଶୁଣିଥିବେ କି ଆଖି ଆମର କିଛି ଅକୁହା କଥା ବି କହିଦିଏ, ଆଉ ଏ କଥା ମଧ୍ୟ ସତ । ଝିଅମାନଙ୍କର ଆଖି ପୁଅମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ପୁଅମାନେ ତାଙ୍କ ଆଖିକୁ ଦେଖି ବେଶି ଆକର୍ଷିତ ହୋଇଥାନ୍ତି କାରଣ ବହୁତ ପୁଅମାନେ ଝିଅମାନଙ୍କୁ ହରିଣୀଆଖି ନାମରେ ଡାକନ୍ତି ।

ଘନ କଳା ବାଳ

ଝିଅମାନଙ୍କର ବାଳ ତାଙ୍କର ସୁନ୍ଦରତାକୁ ଆହୁରି ବଢେଇ ଦେଇଥାଏ ଯେବେ ତାଙ୍କ ବାଳ ପବନରେ ଉଡିଥାଏ ସେହି ସମୟରେ ସେ କାହାକୁ ବି ନିଜ ଆଡକୁ ଆକର୍ଷିତ କରିପାରିବେ । ଆଜିକାଲିକା ଝିଅମାନେ ଯେଉଁ ଭଳି ବାଳକୁ ଭିନ୍ନ ଭିନ୍ନ ରଙ୍ଗର କରୁଛନ୍ତି ତାହା ପୁରୁଷଙ୍କୁ ପସନ୍ଦ ନୁହେଁ । ସେଥିପାଇଁ ଝିଅମାନେ ପୁରୁଷଙ୍କୁ ପସନ୍ଦ ହେଲା ଭଳି ବାଳରେ ରଙ୍ଗ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Spread the love