୨୧ରୁ ଖୋଲିବ ସ୍କୁଲ, ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେବେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି

ଖରା ସ୍ଥିତିକୁ ଦେଖି ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି। ଜିଲ୍ଲାର ଜିଲ୍ଲାପାଳ ଏନେଇ ନିଷ୍ପତ୍ତି ନେବେ। ଜିଲ୍ଲାରେ ଖରାର ସ୍ଥିତି ଅନୁସାରେ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ରାଜ୍ୟରେ ପ୍ରବଳ ଖରା ଯୋଗୁଁ ସ୍କୁଲ ଛୁଟିକୁ ୨ଦିନ ବୃଦ୍ଧି କରାଯାଇଛି। ଖରା ବଢୁଥିବାରୁ ଜୁନ ୧୯ ତାରିଖ ବଦଳରେ ୨୧ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।

 

Spread the love