ଡରାଉଛି ଡେଙ୍ଗୁ, ଖୋର୍ଦ୍ଧାରୁ ସର୍ବାଧିକ ୯୩ ରୋଗୀ ଚିହ୍ନଟ

ଦନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ୧୦, ୭୮୨ ପରୀକ୍ଷଣରୁ ୧୭୫ ଆକ୍ରାନ୍ତ ଚିହ୍ନଟ।
-ଖୋର୍ଦ୍ଧାରୁ ସର୍ବାଧିକ ୯୩ ରୋଗୀ ଚିହ୍ନଟ।  ଯାଜପୁରରୁ ୧୨, ବାଲେଶ୍ବର ଓ କଟକରୁ ୧୦ -ପୁରୀ ୮, ଜଗତସିଂହପୁର ଓ ଭଦ୍ରକରୁ ୭। -ନୟାଗଡ଼ ୬, ରାୟଗଡ଼ା ୫ ଓ କୋରାପୁଟ ୪ -ମୟୂରଭଞ୍ଜ, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୨ଜଣ ଚିହ୍ନଟ ହୋଇଛନ୍ତି।

Spread the love