ଏସଡିଏମ ଜ୍ୟୋତିଙ୍କ ସ୍ବାମୀଙ୍କ ନାମରେ ବଡ଼ ଯାଆ ଆଣିଲେ ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ: ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯାଆ ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ପରେ ଜ୍ୟୋତିଙ୍କ ଶାଶୁଘରଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ କ୍ରମେ ଜ୍ୟୋତିଙ୍କ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କଲେ ଜ୍ୟୋତିଙ୍କ ସ୍ବାମୀ ଆଲୋକ ଅସୁବିଧାରେ ପଡ଼ି ପାରନ୍ତି ବୋଲି କୁହାଯାଉଛି।