ବ୍ୟାଟିଂ କରିବ ଟିମ ଇଣ୍ଡିଆ, ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତି

 ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତି । ପ୍ରଥମ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ମୁମ୍ୱାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ଆଉ ଅଳ୍ପ ସମୟ ପରେ ଅର୍ଥାତ ଦିନ 1ଟା30 ମିନିଟ ସମୟରେ ଆରମ୍ଭ ହେବ ମ୍ୟାଚ ।ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରଥମ ଦିନିକିଆରେ ଖେଳୁଥିବା ଭାରତୀୟ ଓ ଅଷ୍ଟ୍ରେଲିଆ ଦଳର ଏକାଦଶ ଉପରେଭାରତ :- ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର, ରିଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ଶାମି, ଜସପ୍ରିତ ବୁମରାଅଷ୍ଟ୍ରେଲିଆ :-ଡେଭିଡ ୱାର୍ନର, ଆରୋନ ଫିଞ୍ଚ, ମାର୍ନସ ଲାବୁସଚାଞ୍ଜେ, ଷ୍ଟିଭ ସ୍ମିଥ, ଆଷ୍ଟନ ଟର୍ନର, ଆଲେକ୍ସ କ୍ୟାରି, ଆଷ୍ଟନ ଆର୍ଗର, ପ୍ୟାଟ କମିନସ, ମିଚେଲ ଷ୍ଟାର୍କ, କେନ ରିଚାର୍ଡସନ, ଆଡମ ଜାମ୍ପା ।

Spread the love