୧୦ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

୧୦ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ଲାଣ୍ଡ ସେଟଲମେଣ୍ଟ ନିୟମ-୧୯୮୩ ସଂଶୋଧନକୁ ମଞ୍ଜୁରୀ ମିଳିଛି। ପୁରୀ ପୌରପାଳିକାରେ ଥିବା ଲିଜ୍ ଜମିଗୁଡ଼ିକର ସ୍ଥାୟୀ ସମାଧାନ ସହ ଭୁବନେଶ୍ବର ଓ ଜଟଣୀ ତହସିଲ୍ ରେ ଥିବା ଲିଜ୍ ଜମିର ହେବ ସମାଧାନ ହେବ । ଗୋପାଳପୁର ୟୁଟିଲିଟି କରିଡର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ହେବ ସଂଶୋଧନ । ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ସରକାରୀ ମାନ୍ୟତା ପାଇବ ବୋର୍ଡ ହାଇସ୍କୁଲ କଟକ । ଚୌଦ୍ବାର ଓ ସମ୍ବଲପୁରରେ ପ୍ଲାଷ୍ଟିକ୍ ପ୍ରକଳ୍ପକୁ ସ୍ବତନ୍ତ୍ର ପ୍ୟାକେଜ୍ ।

Spread the love