୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସାଲେପୁରରୁ ଲଢ଼ିବେ ଅରିନ୍ଦମ

ଭୁବନେଶ୍ୱର:  ବିଜେପିର ଓଡ଼ିଶାର ୮ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା  ଘୋଷଣା ହୋଇଛି। ସାଲେପୁରରୁ ଦଳ ଅରିନ୍ଦମ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚମ୍ପୁଆ- ମୁରଲୀ ମନୋହର ଶର୍ମା, ହିନ୍ଦୋଳ- ସୀମାରାଣୀ ନାୟକ, କେନ୍ଦ୍ରାପଡା- ଗୀତାଂଜଜୀ ସେଠୀ, ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ, ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି, ବସ୍ତା- ରବୀନ୍ଦ୍ର ଅଣ୍ଡିଆ ଓ ତେଲକୋଇରୁ ବିଜେପି ଡ. ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ।

Spread the love