ନେଦରଲ୍ୟାଣ୍ଡରେ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡର ଆମଷ୍ଟରଡ୍ୟାମ୍ ରେ ବିବାହ ସମ୍ପନ୍ନ ହୋଇଛି । ବିବାହରେ ଉପସ୍ଥିତ ଥିଲେ ବାପା ପ୍ରେମ ପଟ୍ଟନାୟକ ଓ ଭଉଣୀ ଗାୟତ୍ରୀ । ତେବେ ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ଅରୁଣ ପଟ୍ଟନାୟକ । ଏନେଇ ଭଉଣୀ ଗାୟତ୍ରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି

Spread the love