ସଂକ୍ଷେପରେ ଖବର: ମୁସଲିମ୍‌ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା – ମୁସ୍‌ଲିମ୍‌ ପକ୍ଷଙ୍କ ସମସ୍ତ ଆବେଦନ ଖାରଜ

ଉତ୍ତର ଭାରତରେ ବର୍ଷାର ତାଣ୍ଡବ
-ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା: ୩ ମୃତ, ୫୦ ନିଖୋଜ
-କୁଲୁ, ମନାଲିରେ ବନ୍ୟା ପରିସ୍ଥିତି, ଭୀଷଣ କ୍ଷୟକ୍ଷତି
– ରାଜଧାନୀ ଦିଲ୍ଲୀ ସମେତ, ଉତ୍ତରପ୍ରଦେଶ, ରାଜସ୍ଥାନ ଜୟପୁରରେ ପ୍ରବଳ ବର୍ଷା
–ଜନଜୀବନ ବିପର୍ଯ୍ୟସ୍ତ, ଭୀଷଣ କ୍ଷୟକ୍ଷତି
– ଜୟପୁରରେ ଏକ ଆପାର୍ଟମେଣ୍ଟ ବେସ୍‌ମେଣ୍ଟରେ ପାଣି ପଶି ୩ ମୃତ
– ଦିଲ୍ଲୀରେ ନାଳରେ ଭାସିଗଲେ ମା’-ଝିଅ, ଉଭୟ ମୃତ
ଛାତରୁ ପାଣି ଗଳିବା ପରେ ନୂଆ ସଂସଦର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
-ସୋସିଆଲ ମିଡିଆରେ ଅଭିଯୋଗର ସୁଅ
-ଫଟୋ, ଭିଡିଓ ସେୟାର କଲେ ବହୁ ନେତା
-୧୨୫୦ କୋଟି ପାଣିରେ ପଡ଼ିଲା!
ୱାଏନାଡ୍‌ ଭୂ-ସ୍ଖଳନ ପ୍ରସଙ୍ଗ
-ଚାଲିଛି ଶବ ଖୋଜା
-ସ୍ଥିତି ଅନୁଧ୍ୟାନ ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

-ଘୋର ପ୍ରାକୃତିକ ବିପତ୍ତି (calamity of severe nature)ଘୋଷଣା କରିବା ସହ ତୁରନ୍ତ କେନ୍ଦ୍ର ସହାୟତା ପ୍ରଦାନ ପାଇଁ ଅମିତ ଶାହଙ୍କୁ ଚିଠି ଲେଖିଲେ ଶଶି ଥରୁର
ମଥୁରା କୃଷ୍ଣ ଜନ୍ମଭୂମି- ସାହି ଇଦ୍‌ଗାହ ବିବାଦ
-ମୁସଲିମ୍‌ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା
– ମୁସ୍‌ଲିମ୍‌ ପକ୍ଷଙ୍କ ସମସ୍ତ ଆବେଦନ ଖାରଜ
‌ସୁପ୍ରିମ୍‌ କୋର୍ଟରେ କୋଟା ଭିତରେ କୋଟାକୁ ମଂଜୁରି
– ଏଣିକି ‌କୋଟାର ଉପ-ବର୍ଗୀକୃତ କରିପାରିବେ ରାଜ୍ୟ ସରକାର
– ୭ଜଣିଆ ଖଣ୍ଡପୀଠଙ୍କ କୋର୍ଟରେ ୬:୧ ବହୁମତରେ ଆସିଲା ରାୟ
– ଆନ୍ଧ୍ର ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ କଲେ ସଂଶୋଧନ

‌ରେଳମନ୍ତ୍ରୀଙ୍କ ସଂସଦୀୟ ଅଭିଭାଷଣରେ ବିରୋଧୀଙ୍କ ହଟ୍ଟଗୋଳ
-ରେଳମନ୍ତ୍ରୀ ନୁହେଁ, ରିଲ-ମନ୍ତ୍ରୀ କହି ଚିଡ଼ାଇଲେ
-ଚିହିଁକି ଉଠିଲେ ଅଶ୍ବିନୀ: ବାଚସ୍ପତିଙ୍କ ଉପସ୍ଥିତିରେ ବିରୋଧୀ ସାଂସଦଙ୍କୁ ଧମକାଲେ

ମଥୁରା କୃଷ୍ଣ ଜନ୍ମଭୂମି- ସାହି ଇଦ୍‌ଗାହ ବିବାଦ
-ମୁସଲିମ୍‌ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା
– ମୁସ୍‌ଲିମ୍‌ ପକ୍ଷଙ୍କ ସମସ୍ତ ଆବେଦନ ଖାରଜ

Spread the love