ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ତୀର ମାଡ଼

ରାଉରକେଲା : ଯୁବକଙ୍କୁ ତୀର ମାଡ଼ ।  ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ତୀର ମାଡ଼ ।  ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ସୁନ୍ଦରଗଡ଼ ଜିଲ୍ଲା କଲୁଙ୍ଗା ନିକଟରେ ଘଟିଛି ଘଟଣା । ଆହତ ଯୁବକ ହେଲେ ନିତ୍ୟାନନ୍ଦ ରନବିଡ଼ା ।  ଘର ସମ୍ବଲପୁର ବୁର୍ଲା ବଡ଼ସିଂଘାଲିରେ ।  କଲୁଙ୍ଗାକୁ ନିଜ ସଢୁର ଦଶାହ କାମରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କ ଉପରେ ତୀରମାଡ଼ ହୋଇଛି ।  ଯୁବକ ଜଣଙ୍କ ଗୁରୁତର ଥିବାରୁ ରହିଛି ।  ତୀର ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇ ଯାଇଥିବା ସୂଚନା ।  ପୋଲିସ ଘଟଣାର ତଦନ୍ତ କରୁଛି ।

Spread the love