ଓଲଟିଲା ଟ୍ରକ: ପାଣିରେ ପଡ଼ିଲା ୩୦ଟନ୍ ଚାଉଳ

ରାଉରକେଲା: ବଣାଇ ଥାନାର ବରାମୂଷା ନିକଟରେ ଥିବା ସରକାରୀ ଚାଉଳ ଗୋଦାମକୁ ଗମଲେଇ ନିକଟରେ ଥିବା ଏକ ରାଇସ ମିଲ୍‌ରୁ ପ୍ରାୟ ୩୦ ଟନ୍ ଚାଉଳ ଧରି ଏକ ଟ୍ରକ ଆସୁଥିବା ବେଳେ ପାଣ୍ଡିରୀଶିଳା ନିକଟରେ ଏକ ବ୍ରିଜ୍ ପାଖରେ ଭାରସାମ୍ୟ ହରାଇ  ଓଲଟି ପଡିଥିଲା।

ଏହି ସ୍ଥାନରେ ଏକ ନୂତନ ବ୍ରିଜ୍ ହେଉଥିବା ବେଳେ ଆପ୍ରୋଚ୍  ରୋଡ୍ ଦେଇ ଗାଡ଼ି ଯାଉଥିବା ବେଳେ ରାସ୍ତା ଦବି ଯାଇ ଟ୍ରକ ଓଲଟି ପଡିଥିଲା।

Spread the love