ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି ଅପରେସନ୍ ସିନ୍ଦୂର

ଅପରେସନ୍ ସିନ୍ଦୂରରେ ଭାରତ ସହ ମୁକାବିଲା କରି ଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ। ଯେତେ ଚାହିଲେ ବି ଆଉ ଅଣ୍ଟା ସଳଖିପାରୁନି। ଅପରେସନ୍ ସିନ୍ଦୂରରେ ପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼ ପ୍ରଭାବ ପଡ଼ିଛି। ବିଶ୍ଵ ସାମରିକ ରାଙ୍କିଂ ତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିର ସ୍ଥାନ ତଳକୁ ଖସିଛି। ତେଣୁ ଏଥିରୁ ସ୍ପଷ୍ଟ ଯେ, ପାକିସ୍ତାନର ହ୍ରାସ ପାଉଥିବା ରାଙ୍କିଂ ତାର ଦୁର୍ବଳ ସ୍ଥିତିକୁ ପ୍ରତିଫଳିତ କରୁଛି।

Spread the love